ମେଡିକାଲ ଉଇକିପିଡିଆ (ଅଫଲାଇନ)

ମେଡିକାଲ ଉଇକିପିଡିଆ (ଅଫଲାଇନ)

Paquete:
org.kiwix.kiwixcustomwikimedor
Descargas:
5K
Tamaño:
Varía según el dispositivo
Requiere android:
4.0.3 y versiones superiores
Actualizado:
16 de oct de 2020
106
Ultima versión:
2020-01
Años:
16+
Gratuitas Descarga

ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ । ଏଥିରେ ମେଡିକାଲ, ଶରୀର ଗଠନ ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି । ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ/ ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ । ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ । ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି ।.

Comentarios

Similares

Aplicaciones de Kiwix Team